STORYMIRROR

Bhakta Charan Sunani

Abstract

3  

Bhakta Charan Sunani

Abstract

ସ୍ତ୍ରୀ

ସ୍ତ୍ରୀ

1 min
289

କେବେ ଦୁଃଖରେ

କେବେ ଲୁହରେ

କେବେ ଭୋକରେ

କେବେ କଷ୍ଟରେ

ଅଭାବୀ ସଂସାର ଭିତରେ

ନିଜକୁ ଜାଳି

ସଭିଙ୍କୁ ଆଲୋକ ଦେଉଥିବା

ନିସ୍ବାର୍ଥ ସଳିତାଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract