STORYMIRROR

Bhakta Charan Sunani

Others

2  

Bhakta Charan Sunani

Others

ତମେ ପ୍ରିୟା

ତମେ ପ୍ରିୟା

1 min
369

ଭଲପାଏ ତମକୁ ମୁଁ

ମୋ ନିଜଠୁ ଅଧିକା

ତମେ ପ୍ରିୟା ମୋ ପ୍ରେମର

ଅଭୁଲା ପ୍ରେମିକା।


କେତେ ଚାହେଁ ତମକୁ ମୁଁ

ପାଗଳ ପରିକା

ତମେ ପ୍ରିୟା ମୋ ଗପର

ସୁନ୍ଦରୀ ନାୟିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍