STORYMIRROR

Bhakta Charan Sunani

Others

3  

Bhakta Charan Sunani

Others

ସଂଘର୍ଷ

ସଂଘର୍ଷ

1 min
301

ଲକ୍ଷ୍ୟ ମୋର ଜୁଝୁଛି ଅଭାବୀ ଅନ୍ଧାରେ

ସ୍ବପ୍ନ ମୋର ଭାସୁଛି ଦାରିଦ୍ର୍ୟ ଲୁହରେ

ଆଶା ମୋର ସଢୁଛି ଦୁଃଖର ହ୍ରଦରେ

ଇଛା ମୋର ଗଡୁଛି ଭୋକର ଧୂଳିରେ

ତଥାପି,

ମୁଁ ସଂଘର୍ଷ କରୁଛି ଜୀଇଁବାକୁ

ଆଞ୍ଜୁଲାଏ ଧୈର୍ଯ୍ୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍