ମୋ ଠିକଣା
ମୋ ଠିକଣା
କହିବାକୁ ଇଛ୍ଥା ହୁଏ
ପାଟି ମୋର ଫିଟେନା
ଶୁଣିବାକୁ ଇଛ୍ଥା ହୁଏ
କାନକୁ ଶୁଭେନା
ଦେଖୀବାକୁ ଇଛ୍ଥାହୁଏ
ଆଖି ମୋ ଫିଟେନା
ଗାଇବାକୁ ଇଛ୍ଥା ହୁଏ
କଣ୍ଠ ମୋ ଫିଟେନା ।
ଲେଖୀବାକୁ,ଶୁଣିବାକୁ
ଲଢିବାକୁ,ଖେଳିବାକୁ
ମୋର ବହୁତ ଇଛ୍ଥା ହୁଏ ।
କିନ୍ତୁ ସମୟ ମୁଁ ପାଏନା
କାହା ପାଇଁ ଭଲ କି ଖରାପ
ତାହାବି ମୁଁ ଜାଣେନା
ସାଙ୍ଗହୋଇ ଆସିବାକୁ କହେ
ପ୍ରିୟା ବି ଆସେନା
ଆଉ ଖିାଲି ପ୍ରତିକ୍ଷାରେ
ଇଛ୍ଥା ହୁଏ ଖୋଜିବାକୁ ମୋର
ଏ ମିଛମାୟା ସଂସାରରେ
କାହିଁ ଅଛି ମୋ ନିଜ ଠିକଣା ।

