Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Tragedy Others

5.0  

Tankadhar Majhi

Tragedy Others

ଠିକ୍ ହେଲା

ଠିକ୍ ହେଲା

1 min
401


ଠିକ୍ ହେଲା 

ନକହି ବି କହିଗଲ ମନ କଥା

ପ୍ରେମ ମୌସୁମୀର ବାତ୍ୟା ପରି 

ହଠାତ୍ ଆଶଙ୍କା ସୃଷ୍ଟି କଲ

ଝରଣା ପରି ବୁହାଇଲ ଲୁହର ବନ୍ୟା ।


ଠିକ୍ ହେଲା 

ଅଚାନକ୍ ହୋଇଗଲ ପର

ଚିନ୍ତାର ଓଜନ ହ୍ରାସ କଲ

ସସପେନ୍ସ ନୋବେଲର

କାହାଣୀ ପରି ଅବୁଝା ହୋଇଗଲ ।


ଠିକ୍ ହେଲା 

ବୁଝେଇ ଦେଲ ଏକାଥରେ

ଏକାକୀ ରହିବାର ମୂଳମନ୍ତ୍ର 

ପ୍ରେମର ମୁକାବିଲା କରିବା ନିମନ୍ତେ 

ପ୍ରେମର ତଣ୍ଟି ଚିପି ନିଜେ ବଞ୍ଚିବା କଥା ।


Rate this content
Log in

Similar oriya poem from Tragedy