ଦି'ଛକିରେ ଜୀବନ
ଦି'ଛକିରେ ଜୀବନ
ପଥ ଭୁଲା ପଥିକ ମୁଁ
ନଜାଣେ ଜୀବନ ଲକ୍ଷ୍ୟ
ଆଖିକେବେ ଖାେଜେ
ସପନ ଝୁଲା ତ
କେବେ ପୁଣି ମୃତ୍ୟୁ ପଥ ।
ପଥଭୁଲା ପଥିକ ମୁ୍ଁ
ସରସୀର ପୂର୍ଣ୍ଣ ପଙ୍କ
ଚାହିଁଥିଲି ହେବା ପାଇଁ
ପଙ୍କରୁ ପଙ୍କଜ
ହେଲେ ହେଇଗଲି ବିଷଫଳ ।
ପଥଭୁଲା ପଥିକ ମୁଁ
କ୍ଷୁଦ୍ର ମାେର ଦେହ
ଗଢିକି ପାରିବି
କଣ୍ଟକିତ ହସ୍ତେ
ମାଆର ପଦକଦ୍ବୟ ।
