STORYMIRROR

Das Muktikanta

Romance

3  

Das Muktikanta

Romance

ଚାଲ ଏକ ସ୍ୱପ୍ନ ବୁଣିବା

ଚାଲ ଏକ ସ୍ୱପ୍ନ ବୁଣିବା

1 min
169

ଚାଲ ଏକ ସ୍ୱପ୍ନ ବୁଣିବା

ଆଉ ସମ୍ପୂର୍ଣ୍ଣ କରିିିବାକୁ

ଅଳ୍ପ ଅଳ୍ପ ତୁମେ ବାଛ

ଅଳ୍ପ ଅଳ୍ପ ମୁଁ ବାଛୁଛି


ପ୍ରାରମ୍ଭିକ ଅନୁଭୂତି ରଖିବାକୁ

ହୃଦୟର ପାଖରେ ରଖିିବାକୁ

କିଛି ରେଶମ ତୁମେ ନେଇ ଆସିବ

କିଛି ମୋ ପାଖରେ ଅଛି

ଅନୁଭୂତିକୁ ବୁଣିବାର ସ୍ୱାଦ ମୁୁଁ ଚାଖିଛି


ସାଙ୍ଗରେ ମିଶି....

କିଛି ସଉକ କିିଛି ଅନୁଭବ ରଙ୍ଗ,,

କହିବା ସହ ଖେଳି ଉଠିଵେ..


ପୁଣି ସ୍ୱପ୍ନ ଏକ ଜୀବିତ ହେବ

ନା ତୁମେ..ନା ମୁଁଁ..ନା ହିଁ କିଛି ଅସମ୍ପୂର୍ଣ୍ଣତା,,

ନିଜ ଭିତରେ ଲଜ୍ଜ୍ଵତ ହେବେ।।


ଚାଲ ଏକ ସ୍ୱପ୍ନ ବୁଣିବା

ଆଉ ସମ୍ପୂର୍ଣ୍ଣ କରିିବାକୁ

ଅଳ୍ପ ଅଳ୍ପ ତୁମେ ବାଛ

ଅଳ୍ପ ଅଳ୍ପ ମୁଁ ବାଛୁଛି

ଅଳ୍ପ ଅଳ୍ପ ମୁଁ ବାଛୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance