STORYMIRROR

Das Muktikanta

Romance

3  

Das Muktikanta

Romance

ତୁମ ସାଥୀରେ

ତୁମ ସାଥୀରେ

1 min
217

ତୁମ ସାଥୀରେ ମୋତେ ଚାଲିବାର ଅଛି

ରାସ୍ତା ମାନଙ୍କର ସମାପ୍ତ ହେବା ପର୍ଯ୍ୟନ୍ତ


ମୋତେ ବହିବାର ଅଛି ତୁୁୁମ ସାଥୀରେ

ନଦୀ ମାନଙ୍କର ସୁୁଖି ଯିବା ପର୍ଯ୍ୟନ୍ତ


ମୋତେ ଲେଖିବାର ଅଛି ତୁୁମକୁ

ପ୍ରାର୍ଥନା ମାନଙ୍କର ବିଲୁପ୍ତ ହେବା ପର୍ଯ୍ୟନ୍ତ


ମୋତେ ଚୁମିବାର ଅଛି ତୁୁମକୁ,

ଭାବନା ମାନଙ୍କର ଜମିି ଯିବା ପର୍ଯ୍ୟନ୍ତ


ମୋତେ ଅନୁଭବ କରିିିବାର ଅଛି ତୁୁୁମକୁ,

ଚେତନା ମାନଙ୍କର ଶୁଷ୍କ ହେବା ପର୍ଯ୍ୟନ୍ତ


ମୋତେ ପାଇବାର ଅଛି ତୁମକୁ,

ନିଜର ହଜିଯିବା ପର୍ଯ୍ୟନ୍ତ...


ତୁମ ସହ ପ୍ରେମର କଠୋରତା କେମିିତିକା

କେମିିିତି କହିିବି,

କୁହ ତୁମକୁ ଆଉ କେତେ ମୁଁ ଚାହିିଁବି....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance