STORYMIRROR

Das Muktikanta

Romance Tragedy

3  

Das Muktikanta

Romance Tragedy

ମୋଡ଼

ମୋଡ଼

1 min
199

ବିତି ଯାଇଛି ସେ ସୁନ୍ଦର ସମୟ

ବାସ ଏବେ ସ୍ମୁୁୁତି ହିଁ ରହିଗଲା


ଯେଉଁ ମୋଡ଼ରେ ଆମେ,,

ପ୍ରତ୍ୟେକ ଦିନ ଭିିିିିନ୍ନ ହେଉଥିଲୁ

ଆଗାମୀ ଦିନ ପାଇଁ ପୁଣି ଥରେ ଭେେଟିବାକୁ


ମନେ ପକାଉଛି ଯେବେ ଅସାଵଧାନ,,

  ଧୀର ଚାଲୁଥିବା ପାଦକୁ,,

 ଶିହରଣ ହୋଇ ଉଠୁଛି ମୁଁ

ତାକୁ ତ ମୋ ଉପରେ କେେବଳ ବିଶ୍ଵାସ ଥିଲା

ହେଲେ ମୁୁଁ ତ ତା ଉପରେ ବିନା ବିଶ୍ୱାସରେ ହିଁ,,

ଅଟକି ଯାଇଥିଲି ସେହି ଜାଗାରେ ।।


ରାସ୍ତାରେ କେତେ ମୋଡ଼ ଆସିଛି

  ସବୁକୁ ଭୂଲି ଯାଇଛି,,

ଆଜିିିିିବି ମନେ ରହିିିଛି ସେହି ଅନ୍ଧ ମୋଡ଼

ଯାହାକୁ ସିିଧା ହେବାକୁ କେତେ ଯେ,,

  ସମୟ ବିତି ଗଲାଣି ।।


ସ୍ୱପ୍ନରେ ଚାଲୁଛି ସେହି ମୋଡ଼ରେ,,

  କେତେ କେତେ ଥର

ହେଲେ ଆତ୍ମା ଆଜି ବିି ସେଇଠି ରହିଛି

ଯେଉଁଠି ତା ସାଙ୍ଗରେ ଭେଟିଥିିଲି ମୁଁ,,

ପ୍ରଥମ ଥର,,,,ପ୍ରଥମ ଥର....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance