STORYMIRROR

ସୁବ୍ରତ ପାତ୍ର

Romance

2  

ସୁବ୍ରତ ପାତ୍ର

Romance

ପ୍ରେମ ପାଇଁ ପ୍ରେମୀ ଟିଏ...

ପ୍ରେମ ପାଇଁ ପ୍ରେମୀ ଟିଏ...

1 min
108

ଏମିତି ଚାହିଁ ରହିଥାଅ ମତେ

ଦେଖୁଥାଅ ତୁମ ମନର ଆଇନାରେ

ଭଲ ପାଉଥାଅ ଏମିତି,

ଆକାଶ ମେଘକୁ ଭଲପାଉଛି ଯେମିତି

ନଦୀ ସାଗରକୁ ଖୋଜୁଛି ଯେମିତି

ତୁମେ ବି ମତେ ସେମିତି ଖୋଜ

ପ୍ରତି ମୁହୂର୍ତ୍ତରେ ମନେ ପକାଅ ମତେ,

ଆଉ ଢ଼ାଳିଦିଅ ଭଲପାଇବା ଯେତେ ଅଛି ତୁମ ହୃଦୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance