Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଷ୍ପାପ ଶିଶୁ-କଳି-ଅମୃତ
ନିଷ୍ପାପ ଶିଶୁ-କଳି-ଅମୃତ
★★★★★

© Ram Prasad Bisoi

Inspirational Abstract

1 Minutes   1.3K    4


Content Ranking

ନିଷ୍ପାପ ଅବୋଧ ଶିଶୁ,

କଳି ସ୍ୱର୍ଗର 

ହସ ଘର ଅଗଣାର,

ଭବିଷ୍ୟତ

ତୁମ ଓ ଦେଶର,

ଚରିତ୍ର ମୋର

ଦର୍ପଣ 

ତୁମ 

କୁମ୍ଭାର ଘର କଞ୍ଚା ମାଟି ,

ଜଳିବି

ଗରମ ତୁମ ଘର

ଭାଟ୍ଟିରେ,

ଗଢ଼ାହେଲା 

ପରେ 

ପମ୍ଫା, କି ? ଫଟା,

ଭରା ମଧୁ ପୀୟୂଷର

ପରିଚୟ

ମିଳିବ ମୋର,

ମୁଁ ତୁମ 

ଦାୟିତ୍ୱବୋଧର ପ୍ରତୀକ

ଲକ୍ଷ୍ୟ ମୋର 

ଧରା ପୃଷ୍ଠେ ଅମୃତସନ୍ଧାନ,

ଅବୋଧ ଶିଶୁ ଅବତରିଛି ଅଳକପୁରୀରୁ

ନେଇ ଅନୁମତି ବିଧାତାର

ନିଷ୍ପାପଶିଶୁ-କଳି-ଅମୃତ !

©®କାଶ୍ୟପ,ରାୟଗଡା ।

ଶିଶୁ ଦର୍ପଣ ଦାୟିତ୍ୱବୋଧ

Rate the content


Originality
Flow
Language
Cover design

Comments

Post


Some text some message..