Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

କେମିତି କହିବି କେତେ ଭଲ ପାଏ

କେମିତି କହିବି କେତେ ଭଲ ପାଏ

1 min
7.2K


ଜହ୍ନ ଉଇଁଥିଲା ବେଳେ ଆକାଶରେ

ଲାଜ ଲାଗୁଥିଲା ମୋତେ

ରୂପେଲି ଜୋଛନା, ହସ ଚୂନା ଚୂନା

ଗଣି ନ ପାରଇ କେତେ ।

ପତର ଫାଙ୍କରେ ଲୁଚିଗଲା ବେଳେ

ଉଦାସୀ ହୁଏ ମୋ ମନ

କେମିତି କହିବି କେତେ ଭଲ ପାଏ

ଜଳ ବିହୁନେ କି ମୀନ !


Rate this content
Log in

Similar oriya poem from Romance