Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Romance Classics

3  

Gitanjali Pujapanda

Romance Classics

ନୀରବତା

ନୀରବତା

1 min
282



ନୀରବତା ଥିଲା ତୁମ ଆଖିର ସେ 

ପ୍ରତ୍ୟେକଟି ଇସାରାରେ।।୧।।

ମୁଁ ଯେ ଲୁଚି ଛପି ତୁମକୁ ଏକା

ତୁମକୁ ଖୋଜୁ ଥିଲି ନିରବରେ।।୨।।

ଆଖିର ଇସାରାରେ ଥିଲା ପ୍ରେମର 

ସ୍ଵାକ୍ଷର ଆମ ଦୁଇ ମନରେ ।

ଦୁଇଟି ଗୋଲାପୀ ଓଠ ଭାଙ୍ଗୁ ଥିଲା ଧିରେ

ଧିରେ ପ୍ରେମର ଉଷ୍ଣତା ହୃଦୟରେ ।

ହାତ ଚାହୁଁ ଥିଲା ଧରିବାକୁ ପ୍ରତିଟି ଭାବନା ତୁମ 

ସହିତ ଖିଆଲି ମନରେ ।

ହେଲେ ସମୟର ପ୍ରହାରରେ ବିରହର

ନିଆଁ ଜାଳେଇଲା ନୀରବତା ଆମ ସମ୍ପର୍କରେ।

ମୁଁ ଖୋଜୁଥିଲି ତୁମ ସେହି ଆଖିର ଇସାରାକୁ

ହେଲେ ତୁମେ ଥିଲା ତୁମ ବାଟରେ।

ଆଉ ପ୍ରେମ ଆମ ହଜି ଯାଇ ରହିଥିଲା 

କିଛି  ପାଉଁଶ ତଳର ନିଆଁ ହୋଇ ସ୍ମୃତିରେ।

ମୁଁ ନିରବ ଥିଲି ତୁମେ ବି ନିରବଆଖି କିନ୍ତୁ ଭାଙ୍ଗୁ ଥିଲା

ନୀରବତା ସେ ଅତୀତ ପ୍ରେମର ।



Rate this content
Log in

Similar oriya poem from Romance