Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabanisankar Pandeyt

Romance

3  

Bhabanisankar Pandeyt

Romance

ପ୍ରିୟା ଏଇ ମଧୁର ମିଳନର ଲଗନେତୁମ

ପ୍ରିୟା ଏଇ ମଧୁର ମିଳନର ଲଗନେତୁମ

1 min
192


ଏଇ ମଧୁର ମିଳନର ଲଗନେ

ତୁମେ ଭାସି ଭାସି ଆସ ନୀଳ ସପନେ ।


ତୁମରି କଥା ତୁମରି ବ୍ୟଥା

ଅକୁହା ହେଲେ ବି ଦେଖେ ନୟନେ ।


ଅଳସୀ କନ୍ୟା ତୁମେ ମୋ ପ୍ରୀତିଲଗ୍ନା

ଥାଅ ମୋ ଶୟନେ ଜାଗରଣେ ।


କେତେ ନିଟୋଳ ସ୍ମୃତି କିଛି ଅନୁଭୂତି

ଦିଏ ପ୍ରେରଣା ମୋ କ୍ରିୟାନ୍ଵୟନେ ।


ତୁମରି ଆଶା ତୁମରି ଭାଷା

ବୁଝିଥାଏ ମୁଁ ସର୍ବସାଧାରଣେ ।


ତୁମର କୋହ ତୁମରି ଲୁହ

ବୁଝିପାରେ ମୁଁ ତୁମ ଅବର୍ତ୍ତମାନେ ।


ତୁମରି ଭୋକ ତୁମରି ଶୋଷ

ମେଣ୍ଟାଇ ଥାଏ ମୁଁ ପର୍ଯ୍ୟାୟକ୍ରମେ ।


ତୁମ ଆକାଂକ୍ଷା ତୁମେ ତିତିକ୍ଷା

ଝଲସୁଥାଏ ତୁମେ ଅଂଗନେ ।


ତୁମରି ମୋକ୍ଷ ତୁମର ମୁକ୍ତି

ଜଡିତ ହୁଏ ମୋ କବିତାୟନେ ।


Rate this content
Log in

Similar oriya poem from Romance