STORYMIRROR

Bhabanisankar Pandeyt

Classics

3  

Bhabanisankar Pandeyt

Classics

ବଂଧୁପ୍ରେମ, ସ୍ନେହର ଫୁଲରେୟାକୁ

ବଂଧୁପ୍ରେମ, ସ୍ନେହର ଫୁଲରେୟାକୁ

1 min
166

ବଂଧୁ

ପ୍ରେମ, ସ୍ନେହର ଫୁଲରେ

ୟାକୁ ଆନଂଦରେ ରହିବାକୁ ଦିଅ ।

ସେହି ମଢି, ବଦମାଣି ନା ତୁମେ ଭୁଲ ନା ସେ

ମୋ ଉପରେ ବଂଧୁକ ଉଧାରି ଏଇମିତି ରହିବାକୁ ଦିଅ

ବହୁତ ସୁଂଦର ଏ ରଣ-ମୋତେ ଋଣୀ ରହିବାକୁ ଦିଅ

ଆଖିରେ ଛଳ ଛଳ ହେଉଥିବା ଲୁହ ଦୁଃଖ ଓ ଖୁଣିରେ

ସେହି ଆଖି ଆନଂଦରେ ସଦା ବହୁତ ପ୍ରେମ ରହିବାକୁ ଦିଅ

ପାଗ ଯେତେ ବଦଳିଲେ ବି

ବସଂତର ପତ୍ରଝଡ଼ା ଋତୁରେ ବି

ମୋର ବଂଧୂମାନଂକୁ ଏଇମିତି ସାରାଜୀବନ ଚିରସବୁଜ ରହିବାକୁ ଦିଅ

ସେ କେବଳ ଦେଖାଣିଆ ବଂଧୁତ୍ୱ ନୁହେଁ

ବିଶ୍ୱାସର ବଗିଚା

ବୟସ ଖୁବ୍ ବଢୁଥାଉ

ସେହି ଚରିତ୍ରରେ ରହିବାକୁ ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics