STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

ଜହ୍ନ

ଜହ୍ନ

1 min
253


ଲକ୍ଷେ ପ୍ରେମିକଙ୍କ ପ୍ରେମିକା ଜହ୍ନ

ଈର୍ଷାରେ ଆଜି ମାେ ଜଳୁଛି ମନ !!


କେତେ ସ୍ଵପ୍ନ ଅନ୍ତହୀନ ପ୍ରତୀକ୍ଷା

ମିଛ ଜାଣି ତୋ ପାଇଁ ଅପେକ୍ଷା !!


ତାରା ଫୁଲେ କେତେ ସଜେଇ ହେଉ

କେତେ ହୃଦୟ ମିଛ ପ୍ରେମେ ଭିଜାଉ !!


ଜହ୍ନ ତୋ ଜୋଛନାରେ ମଧୁ ଆବେଗ

ତୋ ରୂପ ଲାବଣ୍ୟରେ ଢେଉ ଉତଙ୍ଗ !!


କବି ଲେଖକ ଝୁରେ ନିତି ସ୍ମୃତିରେ

ଅମା ଅନ୍ଧାର ଅବା ପୂର୍ଣ୍ଣିମା ରାତିରେ !!


ଜହ୍ନ ପାଇଁ ସୃଷ୍ଟି ଅଗଣିତ ସର୍ଜନା

ଦୂର ଦେଶୀ ଲଳନା ପ୍ରେମ ବରଣା !!


ପୀରତି ଅନ୍ତରେ ଜହ୍ନ ତୋ ପାଇଁ

ନିତି ଭାଙ୍ଗେ ଗଢେ ସ୍ଵପ୍ନର ଛାଇ !!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance