STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

କାନଭାସ

କାନଭାସ

1 min
265

ତୁମ ନିରବତାର

ଚିତ୍ର ଆଙ୍କୁୁଥିଲି

ମୋ ତୁଳିର ସ୍ପର୍ଷରେ ା

ଏବେ ଖାଲି ଦେଖିବାର ଅଛି

ମୋ ସଫଳତା ବିଫଳତା କେତେ

ଶୀର୍ଷକୁ ଛୁଇଁ ପାାରୁଛି ା

ଏହି କିଛି ନୁଆ ନୁୁହେଁ

ମୁଁ ଯେବେ ଚିତ୍ର ଆଙ୍କେ

ସେ ସବୁକୁ ମୁଁ

ବାର ବାର ନିରେଖି ଦେଖେ ା

ମୋ ତୁଳିରେ ରଙ୍ଗ ବୋଳୁ ବୋଳୁୁ

ମୁଁ ନିଜକୁ ଲୁଚେଇ ଦିଏ

ଇନ୍ଦରଧନୁର ସାତ ରଙ୍ଗର ଢେଉରେ

କେବେ ଅଙ୍ଗ ଭଙ୍ଗି ଆଢୁଆଳରେ

କେବେ ତୃୃୃପ୍ତ କେବେ ଅନୁତପ୍ତ 

କେବେ କେବେ କ୍ଳାନ୍ତ ଅନୁଭବ କରେ

ତାହା ଭିତରେ ପସିଯାଏ

ରଙ୍ଗ ତୁଳିରେ ରଙ୍ଗ ଦେଉ ଦେଉ

ସଫଳତା ଶୀର୍ଷକୁ ଛୁଇଁ

କାନଭାସର ଚିତ୍ର ଆଙ୍କିି ଦିଏ ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance