ଜହ୍ନ
ଜହ୍ନ


ଛୋଟ ପିଲା ଠାରୁ ଶେଷ ଯାତ୍ରାରେ
ଥିବା ଲୋକର ବି ମାମୁଁ
ଦୁନିଆଟା ସାରା ଶୀତଳ ଆଲୋକରେ।
ପୁଣି ମୋର ବି ମାମୁଁ ।
ଲୁଚି ଗଲୁ ଜହ୍ନ ଲୁଚି ଗଲୁ ତୁ
ମେଘ ମହଲାରେ ଲୁଚି ଗଲୁ
ହଜି ଗଲୁ ତୁ ହଜି ଗଲୁ
ମତେ ଦେଖି ଟିକେ ଋଷିଗଲୁ।
କେହି କେହି ଡାକନ୍ତି ଚନ୍ଦ୍ରମା
କେହ
ି ପୁଣି ଡାକେ ଜୋଛନା
ପ୍ରିୟା ବିନା ଆଜି ଏକୁଟିଆ ବସି
ଏକା ଏକା ଲାଗେନା ।
କିଏ କହେ ପୁଣି ଶଶାଙ୍କ କିରଣ
ଭାରି ମଧୁର
ଠିକ ସେହି ପୂର୍ଣ୍ଣିମା ଦିନରେ
ଧରଣୀ ସେହି
ଉପରେ ଧଳା ଚାଦର ।