Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Tragedy

3  

Neelima Nivedita Behera

Tragedy

କ୍ଷମା କରିଦେଲି

କ୍ଷମା କରିଦେଲି

1 min
6.9K


କ୍ଷମା କରିଦେଲି

କ୍ଷତାକ୍ତ ଅଭିଳାଷକୁ,

କ୍ଷମା କରିଦେଲି

ଆହତ ଅଭିମାନକୁ,

କ୍ଷମା କରିଦେଲି

ଅଯଥା ଅଭିଯୋଗକୁ,

କ୍ଷମା ବି କରିଦେଲି ତୁମର

ନିରବ ନିଥର ନିଷ୍ଠୁରତାକୁ,,,

ଏବେ ଶୋଇବି ନିଶ୍ଚିନ୍ତରେ

ଗୋଡେଇବନି ଆଉ

ଗତକାଲିର ଉଜାଗର ରାତି

କାରଣ

କ୍ଷମା କରିଦେଲି ମୁଁ ନିଜକୁ ।



Rate this content
Log in

Similar oriya poem from Tragedy