ବାଲିଘର
ବାଲିଘର
କୁହୁଡ଼ିରେ ଘେରା ଉଆସ ଭିତରେ
ସ୍ୱପ୍ନରେ ହଜି ହଜି
ତୁମ ପାଇଁ ସାଥି ବାଲିଘର ତୋଳି
ତୁମକୁ ହେଉଛି ଖୋଜି,
ତନ୍ଦ୍ରା ଜୁଡ଼ୁବୁଡ଼ୁ ପଲକରେ ଯେତେ
ମଖମଲି କାକରର
ବୁନ୍ଦା ଜମି ଯାଏ...
ଆଖି ରହିଯାଏ
ରାତି ସାରା ଉଜାଗର।।
ତପନ ଦୀକ୍ଷିତ (ବେଳାଭୂମି)
କୁହୁଡ଼ିରେ ଘେରା ଉଆସ ଭିତରେ
ସ୍ୱପ୍ନରେ ହଜି ହଜି
ତୁମ ପାଇଁ ସାଥି ବାଲିଘର ତୋଳି
ତୁମକୁ ହେଉଛି ଖୋଜି,
ତନ୍ଦ୍ରା ଜୁଡ଼ୁବୁଡ଼ୁ ପଲକରେ ଯେତେ
ମଖମଲି କାକରର
ବୁନ୍ଦା ଜମି ଯାଏ...
ଆଖି ରହିଯାଏ
ରାତି ସାରା ଉଜାଗର।।
ତପନ ଦୀକ୍ଷିତ (ବେଳାଭୂମି)