Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ନେହର ସବିତା
ସ୍ନେହର ସବିତା
★★★★★

© SUPRAJIT SAHU

Romance

1 Minutes   6.8K    7


Content Ranking

ତୁମେ ଭାବନାରେ ଆସ

ଉଡାଚଢେଇର ପର ଗଣିଲାବେଳେ,

ସ୍ମୃତିସମୂହର ଫାଇଲ ଖୋଲିଲେ ।

ଅତୀତ ଆଉ ଭବିଷ୍ୟତ ମଧ୍ୟରେ

ବର୍ତ୍ତମାନର ତୁମେ ଏକ ଜଟିଳ ପ୍ରଶ୍ନ!

ଆଶା-ଆଶଙ୍କାର ମଝାମଝି

ତୁମେ ଏକ ସୁନ୍ଦର ସ୍ବପ୍ନ!

ଭାବି ବସିଲେ ଭାବନାରେ ଥାଅ,

ଲେଖିଦେଲେ ରଚନାଟେ ହୁଅ,

ତୁମେ ହିଁ ମୋ ଲେଖନୀ ମୁନର କବିତା,

ଜୀବନ ଦିଗ୍ବଳୟରେ............

ତୁମେ ମୋର ସ୍ନେହର ସବିତା ।


            ସୁପ୍ରଜିତ୍ କୁମାର ସାହୁ

     ଭାବରଡା, ପୋଲସରା, ଗଞ୍ଜାମ

ସ୍ନେହର ସବିତା ଆଶା କବିତା

Rate the content


Originality
Flow
Language
Cover design

Comments

Post


Some text some message..