Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRAJIT SAHU

Romance

2  

SUPRAJIT SAHU

Romance

ସ୍ନେହର ସବିତା

ସ୍ନେହର ସବିତା

1 min
6.9K


ତୁମେ ଭାବନାରେ ଆସ

ଉଡାଚଢେଇର ପର ଗଣିଲାବେଳେ,

ସ୍ମୃତିସମୂହର ଫାଇଲ ଖୋଲିଲେ ।

ଅତୀତ ଆଉ ଭବିଷ୍ୟତ ମଧ୍ୟରେ

ବର୍ତ୍ତମାନର ତୁମେ ଏକ ଜଟିଳ ପ୍ରଶ୍ନ!

ଆଶା-ଆଶଙ୍କାର ମଝାମଝି

ତୁମେ ଏକ ସୁନ୍ଦର ସ୍ବପ୍ନ!

ଭାବି ବସିଲେ ଭାବନାରେ ଥାଅ,

ଲେଖିଦେଲେ ରଚନାଟେ ହୁଅ,

ତୁମେ ହିଁ ମୋ ଲେଖନୀ ମୁନର କବିତା,

ଜୀବନ ଦିଗ୍ବଳୟରେ............

ତୁମେ ମୋର ସ୍ନେହର ସବିତା ।


            ସୁପ୍ରଜିତ୍ କୁମାର ସାହୁ

     ଭାବରଡା, ପୋଲସରା, ଗଞ୍ଜାମ


Rate this content
Log in

Similar oriya poem from Romance