STORYMIRROR

SUPRAJIT SAHU

Romance

2  

SUPRAJIT SAHU

Romance

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

1 min
13.8K


ଆଜିବି ତୁମେ ଆସୁଛ!!

ନିର୍ଜନତାର ରାଜରାସ୍ତାରେ,

କୋଳାହଳମୟ ରାଜମହଲରେ,

ସାର୍ଥକତାର ଆକାଂକ୍ଷାରେ,

ଶାନ୍ତ୍ବନାର ବୁବୁକ୍ଷାରେ.......।


ଆଜିବି ତୁମେ ହସୁଛ !!

ସାହିତ୍ୟ ବହିର ପ୍ରତିଟି ପୃଷ୍ଠାରେ,

ଜୀବନ ଗଣିତର ଜଟିଳ ପ୍ରଶ୍ନରେ,

ଅଭିଳାଷର ଆଳାପରେ,

ବେଦନାର ବିଳାପରେ........।


ଆଜିବି ତୁମେ ବାସୁଛ !!

ଅଧାଭିଜା ସେଇ ମାଟିର ବାସ୍ନାରେ,

ଜୀଇଁଛ ଏଇ ପ୍ରାଣର ତୃଷ୍ଣାରେ......।

                 ସୁପ୍ରଜିତ୍ କୁମାର ସାହୁ

       ଭାବରଡା,ପୋଲସରା,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance