Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

2  

Neelima Nivedita Behera

Romance

ଆଦିମ ଅଭ୍ୟାସ

ଆଦିମ ଅଭ୍ୟାସ

1 min
6.4K


ପ୍ରଥମେ ପାଖକୁ ନେବା

ଓ ତା' ପରେ ଦୂରେଇ ଦେବା

ଏଇଟା ତୁମର ଆଦିମ ଅଭ୍ୟାସ....

ହେଲେ ଗଣ୍ଠି କର ମୋର ଗୋଟେ କଥା

ଯେବେବି ଫେରି ଚାହିଁବ ତୁମେ

ପାଇବ; ସାଇତା ହେଇ ରହିଥିବା

ଅପେକ୍ଷାରତ, ଅସମାହିତ,

ଦରଫୁଟା ପ୍ରେମର ବିନ୍ୟାସ....

ତୁମ ଓଠରୁ ମୋ ଓଠକୁ

ସଞ୍ଚରିଥିବା ମହୁଲିଆ ଚେନାଏ ହସ !!!


Rate this content
Log in

Similar oriya poem from Romance