ଏଣୁତେଣୁ ୩
ଏଣୁତେଣୁ ୩
ଆଜି ବି ଖୋଜେ
ଗାଲେ ଭଉଁରୀର କାରଣ
ଲୁହର ଘନତା
ଓଠ ସାଙ୍ଗରେ ଏ ନୀଳ ଆଖିର ସମ୍ପର୍କ;
ଆଜି ବି ଖୋଜେ
ଗଭୀରତା ଗୋଲାପି ରଙ୍ଗର
ପ୍ରେମର ପ୍ରଗଳ୍ଭତା
ଛାତିରେ ହୁଏ ଶିହରଣ କାହିଁକି ଅଳିକ ?
ଆଜି ବି ଖୋଜେ
ଗାଲେ ଭଉଁରୀର କାରଣ
ଲୁହର ଘନତା
ଓଠ ସାଙ୍ଗରେ ଏ ନୀଳ ଆଖିର ସମ୍ପର୍କ;
ଆଜି ବି ଖୋଜେ
ଗଭୀରତା ଗୋଲାପି ରଙ୍ଗର
ପ୍ରେମର ପ୍ରଗଳ୍ଭତା
ଛାତିରେ ହୁଏ ଶିହରଣ କାହିଁକି ଅଳିକ ?