Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ ୩
ଏଣୁତେଣୁ ୩
★★★★★

© Neelima Nivedita Behera

Romance

1 Minutes   6.9K    7


Content Ranking

ଆଜି ବି ଖୋଜେ

ଗାଲେ ଭଉଁରୀର କାରଣ

ଲୁହର ଘନତା

ଓଠ ସାଙ୍ଗରେ ଏ ନୀଳ ଆଖିର ସମ୍ପର୍କ;

ଆଜି ବି ଖୋଜେ

ଗଭୀରତା ଗୋଲାପି ରଙ୍ଗର

ପ୍ରେମର ପ୍ରଗଳ୍ଭତା

ଛାତିରେ ହୁଏ ଶିହରଣ କାହିଁକି ଅଳିକ ?

ଏଣୁତେଣୁ ଓଠ ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..