Audio

Forum

Read

Contests

Language


Write

Sign in
Wohoo!,
Dear user,
କଳ୍ପ ଯୁଗର ଗଳ୍ପ
କଳ୍ପ ଯୁଗର ଗଳ୍ପ
★★★★★

© Tapan Dixit

Tragedy

1 Minutes   1.2K    5


Content Ranking

କଳ୍ପ ଯୁଗର ଗଳ୍ପକୁ କୁହ

ଭୁଲିଯିବି କେଉଁ ପରି ?

ସ୍ୱଳ୍ପ ଆୟୁଷେ ଚେଷ୍ଟା କରୁଛି

ଅଳ୍ପ ଅଳ୍ପ କରି ,

ତୁମେ ସିନା ସାଥୀ ଅଳକା ପୁରୀର

ସ୍ୱପ୍ନିଳ ନୀଳ ପରୀ

ହେଲେ ମୁଁ ନିଃସଙ୍ଗ ନୀଶିଥର

ଏକ ନିଷ୍ପେସିତ ପଥଚାରୀ||

ତପନ ଦୀକ୍ଷିତ (ବେଳାଭୂମି)9.10.2017

ଗଳ୍ପ ସାଥୀ ନିଃସଙ୍ଗ

Rate the content


Originality
Flow
Language
Cover design

Comments

Post


Some text some message..