ବନ୍ଧୁତ୍ଵ
ବନ୍ଧୁତ୍ଵ
ଜହ୍ନ ସିନା ଲୁଚିଯାଏ
ଦୂର ସେପାରିରେ
ମେଘ ସିନା ମିଶିଯାଏ
ମଶାଣି ଭୁଇଁରେ
ବନ୍ଧୁ କିନ୍ତୁ ବଞ୍ଚିରହେ
ବନ୍ଧୁର ସ୍ମ୍ରତିରେ
ମଣିଷ ମରିବ
ସବୁତ ସରିବ
ସ୍ନେହତ ସରିବ ନାହିଁ
ସେଇ ସ୍ନେହ ଦିନେ
ପାଗଳ ହୋଇବ
ତୁମକୁ ଦେଖିବା ପାଇଁ
ବନ୍ଧୁତ୍ଵର ବନ୍ଧୁପଣ
ନିବିଡତାର ସ୍ପର୍ଶରେ
ରହିବ କିରତୀ
ଆମରି ପିରତୀ
ଅଲିଭା ଅକ୍ଷର ଗାରେ