Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Fantasy Romance

2  

Disambar Meher

Fantasy Romance

ମୁଁ ଓ ତୁମେ

ମୁଁ ଓ ତୁମେ

1 min
7.2K


ମୁଁ ଭାବୁକ

ତୁମେ ଭାବନାର କେନ୍ଦ୍ର ବିନ୍ଦୁ

ମୁଁ ବାରି ଧାରା

ତୁମେ ସାତ ସମୁଦ୍ର ସିନ୍ଧୁ

ମୁଁ ନିଶାକାଶ

ତୁମେ ପୂର୍ଣ୍ଣିମା ଜହ୍ନର ଜୋଛନା

ମୁଁ ଗୋଲାପ

ତୁମେ ମନଲୋଭା ବାସନା

ମୁଁ ସରୋବର

ତୁମେ କଇଁ ,କମଳ

ମୁଁ ଭ୍ରମର

ତୁମେ ମଧୁ ଭରା ସଜ ଫୁଲ

ମୁଁ କଙ୍କାଳ

ତୁମେ କଙ୍କାଳର ଜୀବନ

ମୁଁ କବି

ତୁମେ କବି ହୃଦୟର ସ୍ପନ୍ଦନ

ମୁଁ ଡିସେମ୍ବର

ଅନ୍ଵେଷଣରେ ତୁମର ଖବର ।

ଡିସମ୍ବର ମେହେର


Rate this content
Log in

Similar oriya poem from Fantasy