Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Romance

3  

ଵଳରାମ ତରାଈ

Romance

ପ୍ରେମ-୪

ପ୍ରେମ-୪

1 min
185


ହଜି ଯାଏ ଯାହା ସହଜେ ମିଳେନା

ତାକୁ ମନେବି ପାଏନା ଖୋଜି ଖୋଜି

ମନ ପ୍ରୀତି ସବୁ ଇତି ହୋଇଯାଏ

କେବେ ସେ ଅଭୁଲା ସୃତି

ଆଖି ଲୁହ ସହ ଭିଜି ଭିଜି ହୋଇଯାଏ ମୁଁ ହଜି

ମନ କି ମାନୁଛି ମୋର ଭୁଲିଯିବା

ପାଇଁ ଆଜି

ସହଜେ ହେଉନି କାହିଁକି ସେ ରାଜି

ଯଦି ମନରୁ କାଢ଼ି ଫିଙ୍ଗିବାଟା ସହଜ

ହୁଅନ୍ତା

ଫିଙ୍ଗି ଦିଅନ୍ତି ମୁଁ ଆଜି ସତ ମୁଁ କହୁଛି

ପ୍ରେମ କରିଛି ଭଲ ବି ପାଉଛି ଆଜି

କେମିତି ଆସିଲା ଜାଣି ପାରିଲିନି

ଇନ୍ଦ୍ରଧନୁ ରଙ୍ଗ ସାଜି

ଫୁଣି କଲ ବଦଳ ପରି ଡାକିଦେଲ

କୁଆଡ଼େ ଗଲ ହଜି ହଜି

କହିଥିଲ ଯେବେ ପ୍ରଥମ ଥର କଥା

ହୋଇଥିଲ ମନେ ପଡ଼େ ବେଶି ଆଜି

ରହିଛି ରହିବି ଆଗକୁ କେମିତି

କୁହ ପ୍ରିୟା ମରଣ ସହ ମାରି ବାଜି

ତଥାପି ମନକୁ ବୁଝାଇ କହିଲି

ହେଇଯାଆରେ ତୁ ରାଜି

ମନ ଟା ଫୁଣି ବଞ୍ଚିଛି ମରିବା ସହ

ସଂଗ୍ରାମ କରୁଛି ସେ ଆଜି !

ଲେଖକ-ବଳରାମ ତରାଇ, ଖୋର୍ଦ୍ଧା


Rate this content
Log in

Similar oriya poem from Romance