Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଵଳରାମ ତରାଈ

Others


3  

ଵଳରାମ ତରାଈ

Others


ଏମିତି ଜୀବନ

ଏମିତି ଜୀବନ

1 min 110 1 min 110


ଏମିତି ଜୀବନ ଏମିତି ସମୟ କାହିଁକି   

  ଆସିଲା ପ୍ରିୟା ମୋର

ନିଜ ଲୋକବି ହୋଇଗଲେ ପର

 ଦୁଖଃ ଜିବନଟା ମୋର ।

ମୁଁ କାହାକୁ କହିବି ପ୍ରିୟା କିଏ ଶୁଣିବ

 ସମସ୍ତେ କଲେ ପା ପର

ସୁଖ ଠୁ ଦୁଃଖ ଅନେକ ମିଳିଲା

 କେହି ନାହିଁ ମୋ ନିଜର ।

କେମିତି କହିବି କରିବି ମୁଁ କାହାକୁ 

 ଦୁଖଃ କରିବ କେ ଦୁର

ପାଖରେ ଥାଇ ପଛେ ମିଳିଲାନି କିଛି  

 ସହି ଅପମାନ ମୋର ।

ହତାସ ନିରାଶ ଦୁଃଖ ଅବଶୋଷ ଏ  

 ଚାଲିଗଲ ତୁମେ କରି ପର

କରିଦେଇ ମୋତେ ଅଭିମାନ ଦେଇ

 କେହି ନାହିଁ ମୋ ନିଜର

 ବୁଝିପାରିବେନି କେହି ମୋର ଦୁଃଖ 

 ଏଠି ସବୁ ସାତ ପର ।


Rate this content
Log in