STORYMIRROR

ଵଳରାମ ତରାଈ

Tragedy

2  

ଵଳରାମ ତରାଈ

Tragedy

ଫେରି ଆସ ତୁମେ ଫେରି ଆସ

ଫେରି ଆସ ତୁମେ ଫେରି ଆସ

1 min
437

ଫେରି ଆସ ତୁମେ ଫେରି ଆସ

ସବୁଜ ଧରଣୀ ଏ ସୁନେଲି ଆକାଶ

ରଙ୍ଗ ବେରଙ୍ଗର ବେଶ

ଝରଣାରେ ଝର ତୋତେ ମୁଁ ଡାକୁଛି 

ମୋ ପାଖକୁ ତୁମେ ଆସ

ବହି ମେଲି ମୁଁ ତୋର ଅପେକ୍ଷା କରେ

ଚାଲି ଆସ ତୁମେ ଆସ ।

ଆସିବା ପଥକୁ ମୁଁ ନିରେଖୀ ଚାହିଁଛି

 ତୁମ ଏବେ ଫେରି ଆସ

ଗାଇବୁ ଯାଆରେ ଶାନ୍ତିର ଗୀତରେ

 ଆସରେ ମିତ ଏ ଆସ

ନୀଲାଭ ଆକାଶ ଅପେକ୍ଷାରେ ତୋର

 ତୁମ ଖିଲି ଖିଲି ହସ

 ଯା'ରେ ମିତ ଉଡିଯାରେ ସାଥି ପାଖ

 ଚିଠି ଦେଇ ତୁମେ ଆସ

ମୋ ପିୟା ପାସ କହିବୁ ତାକୁ ଆସିବ 

 ଫେରିବ କି ମୋର ପାସ

ଡେରି ନକରି ଯାଉ ମୋ ମନରୁ  

 ଫେରି ଆସ ତୁମେ ଆସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy