ମୋ ବୋଉ
ମୋ ବୋଉ
କହେ ବା ନ କହେ ଟିକିଏ ବି ଦୁଃଖ
ବୋଉ ଯେବେ ଦେଖିଥାଇ
କାଳିଆ ସାଆନ୍ତ ତୋହର ଭରସା
କହେ କାନ୍ଦ କାନ୍ଦ ହୋଇ
କାଳିଆ ଭରସା କେତେ ହୁଏ ମୋର
କାଳିଆକୁ ତାହା ଜଣା
ହେଲେ ମୁଁ ଝୁରୁଛି ଆଜି ମୋ ବୋଉକୁ
ଆଉ ତା ଦୃଢ ଭାବନା
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
କହେ ବା ନ କହେ ଟିକିଏ ବି ଦୁଃଖ
ବୋଉ ଯେବେ ଦେଖିଥାଇ
କାଳିଆ ସାଆନ୍ତ ତୋହର ଭରସା
କହେ କାନ୍ଦ କାନ୍ଦ ହୋଇ
କାଳିଆ ଭରସା କେତେ ହୁଏ ମୋର
କାଳିଆକୁ ତାହା ଜଣା
ହେଲେ ମୁଁ ଝୁରୁଛି ଆଜି ମୋ ବୋଉକୁ
ଆଉ ତା ଦୃଢ ଭାବନା
ଚିତ୍ତ ରଞ୍ଜନ ଲେଙ୍କା (କଟକ)©