STORYMIRROR

Chittaranjan Lenka

Others

3  

Chittaranjan Lenka

Others

ମୋ ଅନୁଭବ

ମୋ ଅନୁଭବ

1 min
356


କିଏ କେତେ ସତ କହୁଛି ଏଠାରେ ଏହା ଜଣା ନାହିଁ ମୋତେ

ହେଲେ ମୁଁ ନିଶ୍ଚିତ ଅନେକ ଏଠାରେ ଛଳନା କରନ୍ତି କେତେ

ମୁଁ ଭଲ ମଣିଷ ସବୁଥିରେ ଶୁଦ୍ଧ ଏ କଥା କହୁନି ମୁହିଁ

ହେଲେ ସତ କଥା କପଟ ଛଳନା ଆଉ ଭଲ ଲାଗୁ ନାହିଁ

ଆବଶ୍ୟକ ସ୍ଥଳେ ଛଳନା କପଟ ହୁଏତ କଲେ ଚଳିବ

 କି ଖୁସି ମିଳୁଛି ଅନ୍ୟକୁ କନ୍ଦାଇ ସେ କଥାକୁ ଥରେ ଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍