Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

3  

Chittaranjan Lenka

Others

ବିଜୟା ଦଶମୀ

ବିଜୟା ଦଶମୀ

1 min
405


ସତ୍ୟ ପଥେ ଥାଇ ଅସତ୍ୟର ଯଦି ସହଜେ ହୁଏ ବିଜୟ

ଅନ୍ତରର କୋହ ତୁଟାଇ ଦିଅଇ ସତ୍ୟ ଧର୍ମ ପ୍ରତି ଭୟ

ସତ୍ୟ ଥିଲା ଅଛି ସଦା ରହିଥିବ ଯୁଗେ ଯୁଗେ ଜିତୁଥିବ

କଷ୍ଟ କଷଣ ଓ ଦୁର୍ଦ୍ଦିନ ମଧ୍ୟରେ ପରୀକ୍ଷା ହିଁ କରୁଥିବ

ବିଜୟା ଦଶମୀ ପୂଣ୍ୟ ଦିବସରେ ମା’କୁ ମୋର ମାଗୁଣି

ସତ୍ୟର ଚେତନା ସଭିଙ୍କ ପ୍ରାଣରେ ଭଲ ଭାବେ ଦେବୁ ବୁଣି



Rate this content
Log in