STORYMIRROR

Chittaranjan Lenka

Inspirational

3  

Chittaranjan Lenka

Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
315

ଭଉଣୀର କଥା ଯେଉଁ ଭାଇ ପାଇଁ ଯେତେ ମିଠା ଲାଗୁଥାଏ

ତା କଥାରେ ଯଦି ଅଭିମାନ ଥାଏ ତା ଠାରୁ କି ମିଠା ନୁହେଁ ?

ଭଉଣୀର ହସ ଯେଉଁ ଭାଇ ପାଇଁ ଯେତିକି ଆନନ୍ଦ ଦିଏ

ରୁଷି ଯାଇ ଯଦି ଟିକେ ହସି ଦିଏ କି ସୁନ୍ଦର ଲାଗେ ହାଏ ?

ଭଉଣୀରର ଦୁଃଖ ଯେଉଁ ଭାଇ ପାଇଁ ଯେତିକି ଯାତନା ଦିଏ

ଭାଇ ଯଦି ଦୁଃଖ ଫେଡି ନ ପାରଇ ତା ଠାରୁ କି କଷ୍ଟ ଥାଏ ?


Rate this content
Log in

Similar oriya poem from Inspirational