STORYMIRROR

Chittaranjan Lenka

Others

3  

Chittaranjan Lenka

Others

ଗାନ୍ଧୀ ଓ ଶାସ୍ତ୍ରୀ

ଗାନ୍ଧୀ ଓ ଶାସ୍ତ୍ରୀ

1 min
237

ଅହିଂସା ନୀତିରେ ଶତ୍ରୁ ହାରିପାରେ

                       ଯିଏ ଦେଲେ ଏହି ମନ୍ତ୍ର

ସେ ଅଟନ୍ତି ପୂଜ୍ୟ ବାପୁଜୀ ଆମର

                           ରଖ ତାଙ୍କର ମହତ

ଅଳପ ଦିନରେ ଏମିତି କରିବ

                        ଝୁରିବେ ଅସଂଖ୍ୟ ଜନ

ମୋ ମତରେ ପ୍ରିୟ ଶାସ୍ତ୍ରୀ ବୋଧେ

                    ନିଶ୍ଚେ ଏହାର ଉଦାହରଣ 

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍