STORYMIRROR

Haramohan Jena

Abstract Inspirational

4  

Haramohan Jena

Abstract Inspirational

ଯଉବନ

ଯଉବନ

1 min
452

ଫୁଲ ପରି ଫୁଟି ବାସ ଚହଟାଏ

ଜୀବନରେ ଯଉବନ

ରଙ୍ଗର ମୁରୁଜ ଆଶା ଅକେହୁତ

ବୁଣେ ଅନେକ ଉନ୍ମାଦ ।


ଖଜୁରୀ ରସ ସେ ଥିଲେ ଅନ୍ଧାରରେ

ସ୍ବଚ୍ଛ ମଧୁର ପାନୀୟ

ଖରା ବାଜି ନିଶା ଗଲେ ଥରେ ଲାଗି

ବାସିରେ ମାତାଲ୍ ଭୟ ।


କାମନାର ନିଆଁ ଜାଳେ ଯଉବନ

ଲାଗେ କଳଙ୍କର ଚିହ୍ନ

ବାସିଫୁଲ ଅବା ପାଲଟେ ଅଙ୍ଗାର

ଶରୀର ମନ ଓ ପ୍ରାଣ ।


ଦେହେ ଅଛି ଦାହ ଦାହ ଥିଲେ ମୋହ

ମୋହରେ ବନ୍ଧା ତ ମନ

ଯଉବନ ପାଇଁ ହେଉ ଅମାନିଆ

କାହିଁକି ରେ ବାଇମନ ।


ଯଉବନ ରଙ୍ଗ କଲେ ଆକର୍ଷିତ

ରହେ ନାହିଁ ଚିରଦିନ

ଚିର ଯଉବନ କରିଲେ ଦର୍ଶନ

ଜୀବନ ହୋଇବ ଧନ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract