STORYMIRROR

Haramohan Jena

Abstract Inspirational

4  

Haramohan Jena

Abstract Inspirational

ହାଟ

ହାଟ

1 min
428

ସଂସାର ଭିତରେ ଜୀବନର ହାଟ

କିଣାବିକା ପ୍ରତିଦିନ

ବିକି କିଣିବାକୁ କୀଣି ବିକିବିକୁ

ଅଯୟ କାହିଁକି ମନ(୧)


ଭିତରେ ଚାଲିଛି ଷଢରିପୁ ହାଟ

ବାହାରେ ଛଳନା ହାଟ

ହାଟ ମଝିଟାରେ ବଳ କଷାକଷି

ପବନ କରୁଛି ନାଟ(୨)


ଲୋଭମୋହମାୟା ହାଟରେ ସଉଦା

ଅହଂକାର ନଟକୂଟ

ସଭିଏଁ କହନ୍ତି ମୋତେ ନିଆଁ କିଣି

ହଜିଯାଉଛି ମୋ ବାଟ(୩)


ସମୟ ସୁଅରେ ବାହୁଡିବେ ସର୍ବେ

ଯେବେ ଲେଉଟାଣି ହେବ

କଲା କରମ ତ ହାଟର ସଉଦା

ଗଣ୍ଠିଲିରେ ବାନ୍ଧି ନେବ(୪)


ସମୟକୁ ବିକି ସଂସାର ହାଟରେ

ପାଇଥିଲି ଯେତେ ଯେତେ

କିସ କିଣି ଅଛି ଆଜି ମୁଁ ଭାବୁଛି

କ'ଣ ପାଇଲି ସତେ(୫)


କି ହାଟ ଲାଗିଛି ସଂସାରେ ମନୁଆ

ଲାଗିଛି କି ହାଟ ଦେଖ

ହାଟରେ ହାଟୁଆ ପଥ ଜଗି ଅଛି

ତା ସାଥେ ହେବକି ଭେଟ(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract