Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ଯାହା ହେବାର ଅଛିସମୟ ଚକ୍ରତାହା

ଯାହା ହେବାର ଅଛିସମୟ ଚକ୍ରତାହା

1 min
139


ଯାହା ହେବାର ଅଛି

ସମୟ ଚକ୍ର ତାହା ହେବ

ଯେମିତି ହେଲେ ବି ହେବ

ଯେତେ ଅଶାସନୀୟ ହେଲେ ହଁ

ଦିନେ ଶାସିତ ହେବ

ଅନଂତ ନୀଳିମା ଓ ଧୂମ୍ରାତ୍ ଦିଗଂତରେ

ଭବିଷ୍ୟତ ହିଁ ସତ୍ୟ

ମଧୁକ୍ଷରା ସୁରଭିର ଆଗମନରେ

ସୁରଭିତ ହେବ ମୃଦୁମଂଦ ମଳୟ

ମୁଁ, ତୁମେ ଓ ସେମାନେ ଏବେ ଅଫେରା

ସୁତରାଂ ଭାନୁମତୀ ଭବିଷ୍ୟତର ସ୍ୱପ୍ନ

ଏବେ ଅଧୁରା ରହିଯିବ

ପ୍ରୀତିଲପ୍ତା ପ୍ରିୟାର ଆସିବା ବାଟକୁ ଚାହିଁ ଚାହିଁ

ସକାଳ ଅପରାହ୍ଣ ଓ ତା ପରେ ନିର୍ଜନ ରାତ୍ରି

ନୀରବତାର ଭାଷାରେ ବାର୍ତାଳାପ କରି

ନିର୍ଜନତାର ରାଜତ୍ଵରେ ମଣିଷ ମୂର୍ତି ହୋଇଯିବ

ଯାହାର ଜୟଂତୀରେ ଫୁଲମାଳଟିଏ ଫିଧାଯିବ

ଅପାପବିଦ୍ଧ ଫୁଲରେ ଗଂଧା

ପରାଜିତ କାମନାର ହୋଲିରେ

ଯାହା ଜଳିଯିବ ଖ୍ୟାଡବ ଦହନରେ

ଦେହ ଓ ଦାହର ସୁରମ୍ୟ ସଂପର୍କରେ

ଲେଖାଯିବ ଏକ ଶ୍ରବଣୀ କବିତା

ଗୃହନଶୀଳତାର ପୃଥକ୍ ଏକ ପରିଭାଷାରେ ।



Rate this content
Log in

Similar oriya poem from Abstract