STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଉତ୍କଳୀୟ ନବବର୍ଷ

ଉତ୍କଳୀୟ ନବବର୍ଷ

1 min
314

ବୈଶାଖ ଆରମ୍ଭ ନବବର୍ଷର


ଉତ୍କଳୀୟ ପର୍ବ ପରା ଓଡ଼ିଆର 


ପଣା ସଂକ୍ରାନ୍ତି ନାମ ଟି ତାହାର 


ମ ହା ବି ଷୁ ବ ସଂକ୍ରାନ୍ତି ନାମର


     ଓଡ଼ିଆ ସଂକ୍ରାନ୍ତି


ଓଡ଼ିଆ ବିଚ୍ଛିନ୍ନାଞ୍ଚଳେ ପାଳନ୍ତି !!


ଓଡ଼ିଆ ସଂସ୍କୃତି ଆମ ସଂସ୍କାର


ନୂତନ ପଞ୍ଜିକା ନବବର୍ଷର


ଉତ୍କଳୀୟ ଏ ସଂସ୍କୃତି ଆମର


ଖୁସି ଓ ଉ ଲ୍ଲା ସ ଆଜି ଦିନର


     ଅମୃତ କାଳର


ଗୌରବ ଏଗାଥା ଗୁଞ୍ଜେ ସଂସାର !!


ଚଉଦ ତାରିଖ ଅପ୍ରେଲ ମାସ


ଓଡ଼ିଆ ଙ୍କ ପରା ନବବରଷ


ଓଡ଼ିଆ ଆଜିରେ ଭାରି ହରଷ 


ଦିଅଁ ପୂ ଜା ର୍ଚ୍ଚ ନା ଆଜିଦିବସ


     ଶଙ୍ଖ ହୁଳହୁଳି 


ଶୁଭୁଚି ଆଜିରେ ଭକ୍ତି କାହାଳୀ !!


ଘରେଘରେ ହୁଏ ପାଳିତ ଏହାର 


ପିଠାପଣା ପୁଣି ନୈବେଦ୍ୟେଯାର


ଭକ୍ତିରେ ପୂଜନ ଜଗା ଠାକୁର


ଓ ଡ଼ି ଆ ଙ୍କ ଘରେ ଖୁସି ଅପାର


     ନବବରଷର


ଶୁଭମୟ ହେବ ସାରା ସଂସାର !!


 ଜନ୍ମଦିନ ଏ ଜଗତ ତାରିଣୀ

  

ପବିତ୍ର ଦିନର ଏହୁ କାହାଣୀ 


ଚିତାଲାଗି ଅଛି ଗୃହରେ ଆଜି 


ଚଉରା ବନ୍ଧୁହେ ରହିଛି ସାଜି


     ତାହାରି ପୂଜନ


ଗୃହର ମହିଳା ଆଜି ଉଚ୍ଛନ୍ନ !!



ଜଗାଙ୍କ ମନ୍ଦିର ଦିଶେ ସୁନ୍ଦର


ତାରିଣୀ ତାରିଣୀ ଭକ୍ତିର ସ୍ବର


ନବ ବରଷରେ ପ୍ରୀତିର ଭାବ


ଉତ୍କଳ ଭୂମିରେ ଉତ୍ସବ ରାବ୍


    କରିବେ କଲ୍ୟାଣ 


ଦୂର ହେବ ସବୁ କଷ୍ଟ ଯନ୍ତ୍ରଣା !!


ଲକ୍ଷ୍ମୀପୂର୍ଣ୍ଣ କର ଆମରି ଦେଶ


 ଅନାଦି ଅନନ୍ତ କର ଆଶିଷ 


 ନବ ଏ ବର୍ଷ ଶୁଭମୟ ହେଉ


 ଜନତା ବିଶ୍ବର ଖୁସିରେ ଥାଉ


      ବିଚ୍ଛିନ୍ନାଞ୍ଚଳ ରୁ


ଆମେ ବନ୍ଧୁହେ ଏ ଆଶା କରୁ !!




Rate this content
Log in

Similar oriya poem from Abstract