STORYMIRROR

Puja Badi

Action

3  

Puja Badi

Action

ଉଡାଣ

ଉଡାଣ

1 min
150

ଉଡାଣ..

ଟିକେ ଆଦରରେ ଟିକେ ସ୍ନେହରେ କଟିଛି ତା ଦିନ

ସମୟ ଆଗରୁ କାଟି ଦିଅନି ତା ପର

ଅବଳା ଦୁର୍ବଳା ନାମରେ କହଇ

ମିଛ ମିଛରେ ଲକ୍ଷ୍ମୀ ତୋ ପରି କିଏ ଅଛି |

ପକ୍ଷୀଟିଏ ଆଜି ହୋଇଥାନ୍ତା ଯଦି

ଉଡ଼ନ୍ତା ଦୂର ଆକାଶକୁ...

ଛୁଇଁବି ଛୁଇଁବି ବୋଲି ଭାବିଲେ ବି ନାରୀଟେ

ଦେଖି ଦେଖି ସମୟ ବିତେ ଅନ୍ୟକୁ |

ନାରୀ ବୋଲି ସେ ଇଚ୍ଛା ତା ସାକାର କରି ପାରୁନି

କାଟି ଦେଉଛନ୍ତି ତା ପର |

ଉଡାଣ ପୂର୍ବରୁ ସ୍ୱପ୍ନ ଭାଙ୍ଗୁଛି

ଦୂରେ ଦୂରେ ଚାଲିଯାଇ,

ନାରୀ ବୋଲି ଯେ ଆକାଶକୁ ଚାହିଁ

ଛୁଇଁବା ବି ଆଶା ନ କରଇ |

ଉଡିବା ଆଗରୁ ଉଡାଇବା ଶିଖ

କାଟିବା ଉଚିତ କେବେ ହୋଇନପାରେ..

ଉଡାଣକୁ ନ ରୋକି ନିଜେ ବି ଉଡିବା ଶିଖ

ତମକୁ ବି ବୋଧେ ଭଲ ଲାଗିପାରେ..।


           


Rate this content
Log in

Similar oriya poem from Action