STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ଶିଶୁ କଳିକା

ଶିଶୁ କଳିକା

1 min
163

ସୁନ୍ଦର ଏଇ ଶିଶୁ ସଂସାରେ

ସୁନ୍ଦର ଶିଶୁ କଳିକା ଆମେ

କୁନିକୁନି ମୁହଁରେ ସୁନ୍ଦର ହସ

ମନରେ ଭରି ଦେବା ସାହସ ।।


ତୁଳସୀ ଦୁଇ ପତରେ ବାସ

ରଖିବା ନାହିଁ କାହାଠି ରୋଷ

ମନ ଲଗାଇ ପାଠ ପଢିବା

ଖେଳ କୁଦରେ ସମୟ ଦେବା ।।


ଶୁଣିବା ସୁର ବୀରଙ୍କ ଗାଥା

ମାଟିମା ପାଖେ ନୁଆଇଁ ମଥା

ପିତା ମାତାଙ୍କ କଥା ଶୁଣିବା

ତାହେଲେ ଭଲ ମଣିଷ ହେବା ।।


ଆମ ଭାରତ ରାଇଜେ ସାର

ସେବାରେ ସଦା ରହିବା ତାର

ସମୟର ସଦୁପଯୋଗ କରିବା

ସଂସାରରେ ଶୁ ପ୍ରତିଭା ସାଜିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action