STORYMIRROR

Puja Badi

Inspirational Others

3  

Puja Badi

Inspirational Others

ମନୁଷ୍ୟ ଜନ୍ମ ମହୀରେ

ମନୁଷ୍ୟ ଜନ୍ମ ମହୀରେ

1 min
171


ବହୁ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ

ମହୀରେ ଜନ୍ମ ପ୍ରାପ୍ତି ହୁଏ,

ସତ୍ୟ ପଥେ ରହି ନିଃସ୍ଵାର୍ଥେ ରହି

ଜୀବନ ଅର୍ପିତ ହୁଏ |

ମନୁଷ୍ୟ ଜୀବନ ଦୁର୍ଲଭ ହୋଇ

ଜନ ହିତ କରୁଥାଏ,

ଦୁଃଖୀ ଲୋକଙ୍କର ଅଶ୍ରୁ ଙ୍କୁ ଦେଖିଣ

କର୍ମ ବଳେ ପୋଛି ହୋଇଯାଏ |

ସତ୍ୟ ପଥେ ରହି ଘର ପରିବାର ର

ଆବଶ୍ୟକ ପୁରା ଯେ କରଇ,

ହିଂସା କପଟକୁ ଛାଡିଣ ମନରେ

ମାତୃଭୂମି କୁ ଜୀବନ ଦାନ ଯେ କରଇ |

ଯେଉଁ କର୍ମ ବଳେ ମନୁଷ୍ୟ ଜୀବନ

ଜୀବନ ସାର୍ଥକ ହୁଏ,

ପ୍ରଭୁ ଧ୍ୟାନେ ରଖିଣ ଜୀବନ

ଜୀବନ ପବିତ୍ର ହୁଏ |

ବହୁ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ

ମହୀରେ ଜନ୍ମ ପ୍ରାପ୍ତି ହୁଏ,

ସତ୍ୟ ପଥେ ରହି ନିଃସ୍ଵାର୍ଥେ ରହି

ଜୀବନ ଅର୍ପିତ ହୁଏ |


Rate this content
Log in

Similar oriya poem from Inspirational