Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Romance

3  

Chaturbhuja Sahoo

Romance

ତୁମରି ହସରେ

ତୁମରି ହସରେ

1 min
115


ପରାଣ ପରଶ

ହେଉ ସ୍ନିଗ୍ଧ ରସ

ତୁମରି ହସରେ

ଫୁଟି ଉଠୁ ବାସ

ସେ ବାସେ ପରାଣ

ପାଉ ପୁଣ୍ଯ ପ୍ରାଣ

ଶୂନ୍ଯତା ରେ ପୁଣ୍ଯତା

ପୁଣ୍ଯତା ରେ ପୂର୍ଣ୍ଣତା

ପୂର୍ଣ୍ଣତା ରେ ତମେ ମାଆ

ଜାଳିଦିଅ ପ୍ରେମର ସଳିତା

ତୁମ ପ୍ରେମେ ଏ ଜୀବନ

ହୋଇଉଠୁ ମହାନ

ତୁମ ନାମ ଭଜି ଭଜି

 ଭୁଲିଯିବି ସକଳ ବେଦନା ।।


Rate this content
Log in

Similar oriya poem from Romance