STORYMIRROR

Alaka Nanda

Tragedy

3  

Alaka Nanda

Tragedy

ତୁମେ

ତୁମେ

1 min
134

ଭରିଥିଲା ମୋ ମନରେ ପ୍ରେମ ତୁମ ନାମର,

ଗଭା ରେ ମୋ ସାଜିଥଲା ମାଳ ତୁମ ନାମର ।

ପିନ୍ଧିଥିଲି ଗଳା ରେ ମୁଁ ହାର ତୁମ ନାମର,

ନାଇଥିଲି ପାଦେ ମୁଁଯେ ତୁମ ନାମେ ନୂପୁର ।

କମରେ ମୁଁ ବାନ୍ଧିଥିଲି ତୁମ ନାମେ କିଂକିଣୀ,

ତୁମ ନାମ ର ସିନ୍ଦୁର ମଥା ରେ ଦେଲ ଟାଣି ା

ହେଲେ ସବୁ ନେଇଗଲ କରି ହିନିମାନୀ,

ତୁମ ନାମ ବିନା ଆଉ ବନ୍ଚି ମୁଁ ପାରୁନି ା



Rate this content
Log in

Similar oriya poem from Tragedy