Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajay kumar Behera

Romance

3  

Ajay kumar Behera

Romance

"ତୁମେ "

"ତୁମେ "

1 min
326



ତୁମେ

ଉଜ୍ଜୀବିତ

ଦୀପ ଟିଏ ।


ତୁମେ

ନିଦାଘେ

ମନ୍ଦ ମଳୟ ।


ତୁମେ

ମରୁଭୂମିର

ଛାଇ ।


ତୁମେ

କଁଅଳ ଖରାରେ

କାକର ବିନ୍ଦୁ।


ତୁମେ

ଫୁଲର

ବାସ୍ନା ।


ତୁମେ

ରୂପରେ

ଲାବଣ୍ୟବତୀ ।


ତୁମେ

ଗୁଣରେ

ମୌଉନାବତୀ ।


ତୁମେ

ମୋ ଆଖିର

ତାରା ।


ତୁମେ

ଝିଅ ନୁହଁ

ଗୋଟେ ପରି ।


ତୁମେ

ମୋ ହୃଦୟର

ସ୍ପନ୍ଦନ ।


ତୁମେ

କୋଟିଏ ରେ

ଗୋଟିଏ ।


ମୁଁ

ଯେଉଁଠି

ଗଲେ।


ଖାଲି

ତୁମେ

ଆଉ ତୁମେ।



Rate this content
Log in

Similar oriya poem from Romance