Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Manhira

Romance

3  

Sarat Manhira

Romance

ତୁମେ ପ୍ରେମିକା କବିତା ହେଇଯାଅ

ତୁମେ ପ୍ରେମିକା କବିତା ହେଇଯାଅ

1 min
277



ତୁମେ ବୃକ୍ଷ ହେଇଯାଅ

  ମୁଁ ଛାଇ ହେଇଯିବି 

ତୁମେ ରାତିରେ ମୋତେ ଖୋଜିବ

    ମୁଁ ସଂଜବତୀ ହୋଇ ଆସିବି ।1।


ତୁମେ ସକାଳ ର ଗୀତ ହେଇଯାଅ

   ମୁଁ ଶୈଳୀ ହେଇଯିବି

ସାଥିରେ ରହିବା କିଛି ସମୟ

   ପୁଣୀ ଅଲଗା ହେଇଯିବା ।2।


ତୁମେ ପ୍ରେମିକା କବିତା ହେଇଯାଅ

  ମୁଁ ପ୍ରେମିକ କବି ହେଇଯିବି

ତୁମେ ମୋ ଭିତରେ ବସିଯାଅ

  ମୁଁ ଆଙ୍କିଦେବି ଅପସରି ଭଳି ।3।


ତୁମେ ଫୁଲ ବଗିଚା ହେଇଯାଅ

   ମୁଁ ମାଲିକ ହେଇଯିବି 

ସବୁବେଳେ ସୌନ୍ଦର୍ଯ୍ୟ ଦେଉଥାଅ

  ତାକୁ ଆଣି ହୃଦୟରେ ରଖିଥିବି ।4।


ତୁମେ ସ୍ୟାହି ହେଇଯାଅ

  ମୁଁ କଲମ ହେଇଯିବି

ଯେବେ ତୁମେ ସରିଆସିବ

    ମୋର ଲେଖା ବନ୍ଦ ହେଇଯିବ ।5।



Rate this content
Log in

Similar oriya poem from Romance