STORYMIRROR

Papu Bhoi

Romance

4  

Papu Bhoi

Romance

ପ୍ରେମ ଭାବନା

ପ୍ରେମ ଭାବନା

1 min
235

ଭାବନା ମୋ ଏକା ଏକା ଭାବୁଥିଲି ଦିନେ

ଭାବନା କୁ ମୋର ବୁୁୁଝିବାକୁ କେହି ତୋ ଅଛିି ମନେ ।


କେ ଜାଣି କାହିକି ଏମିତି ଲାଗେ ଆସି ଯାଇଛ କି ତୁୁୁମେ

ଏମିତି ଲାଗୁଛି ମନ ମରୁଭୂମିକୁ ଭିଜେଇ ଦେବକି ତୁମେ।


ଜାଣି ପାରୁନାହିଁ ହୃଦୟର ସ୍ପପ୍ନଦନ ବଢିଯାଉଛି ଏତେ

ଜାଣି ତୋ ପାରୁନି ମନ ର କଥା କେମିତି କହିବି ସତେ।


କେତେ ଯେ ଭାବନା ମନେ ପଡେ କେତେ ଥର

ଭେଟିିିଲେ କହିବି ହୃଦୟର କଥା ଆହେ ପ୍ରିୟତମା ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance