ଅଭିମାନୀ ପ୍ରିୟା
ଅଭିମାନୀ ପ୍ରିୟା
ମିଛ ମାୟା ର ସଂସାର,
ତୁମେ ତୋ ନଥିଲ ମୋର ।
ପରହେଇ ଆସି,
କରିଥିଲ ନିଜର।
କର ଅଭିମାନ କେତେ,
ଯେମିତି କୁହୁଡ଼ି ର ଚଳାପଥେ ।
ସ୍ୱପ୍ନ ହେଳା ବାଳି ଘର,
ସୁକୁମାରୀ ମନରେ କେତେ ଅଧିର ।
ପୂଣ୍ଣିମା ରାତିର ଚନ୍ଦ୍ର ତୁମେ,
ଆଲୋକ କର ମନ ଉପବନେ।
ସାଗର ଲହରୀ ତୁମେ,
ଯେବେ ଯିବଛୁଇ ।
ଅଦିନ ଜୁଆର ପରି,
ବସିଥିବି ବାଟ ଚାହିଁ ।

