STORYMIRROR

Santosh Kumar Nayak

Horror Tragedy Others

3  

Santosh Kumar Nayak

Horror Tragedy Others

ତୁମେ ଓ ମୁଁ

ତୁମେ ଓ ମୁଁ

1 min
46


ତୁମେ ଜଣେ ଆତ୍ମା

ଆଉ ମୁଁ ବି,

ହେଲେ ଫରକ ଏତିକି

ମୋର ଶରୀର ଅଛି

ଆଉ ତୁମେ ଅଶରୀରୀ ।


ମୁଁ ଜଣେ ଆତ୍ମା

ଆଉ ତୁମେ ବି,

ହେଲେ ସାମଞ୍ଜସ୍ୟ ଏତିକି

ଦୁହେଁ ଆମେ ଅତୃପ୍ତ ।


ତୁମେ ମୃତ୍ୟୁ ପରେ ବି ଜୀବିତ

ମୋ ଭାବନାରେ, 

ମୋ କଳ୍ପନାରେ ;

ମୁଁ ଜୀବିତ ଥାଇ ବି ମୃତ

ତୁମ ଅବର୍ତ୍ତମାନରେ,

ତୁମ ଅନୁପସ୍ଥିତିରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror