Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Abstract

2  

Ghanashyam Biswal

Abstract

ତୁମେ ବି ଜିତିପାର

ତୁମେ ବି ଜିତିପାର

1 min
265


ପରିଶ୍ରମ ଓ ସାଧନାକୁ

ବ୍ରତ କରି

ଆଲସ୍ୟ ଓ ଅଭାବକୁ

ଜୟକରି

ସ୍ବପ୍ନକୁ ପାସୋରି

ବାସ୍ତବତାକୁ ଆଦରି

ନିଜର ଲକ୍ଷ୍ୟ ଓ ଜୀବନକୁ

ଏକାକରି

ସମୟର

ସଦୁପଯୋଗ କରି

ନିରନ୍ତର କର୍ମକରି...


ତୁମେ ବି ଜିତିପାର l



Rate this content
Log in

Similar oriya poem from Abstract